ଲୋକଟି ପଚାରିଲା " ତୁମ ଭଉଣୀ କେଉଁଠି ଅଛି?" ପିଲାଟି କହିଲା "ବାପା କହୁଥିଲେ ସେ ଭଗବାନ ଙ୍କ ପାଖକୁ ଯାଇଛି ଓ ମା ବି ଅଳ୍ପ ଦିନରେ ସେଠାକୁ ଯିବେ। " ପୁନର୍ବାର କିଛି ଭାବି ପିଲାଟି କହିଲା " ଯାଉଛି କହିବି ବାପାଙ୍କୁ ମା ଙ୍କୁ କହିବେ ଟିକେ ବିଳମ୍ବ କରିବେ ଯିବା ପାଇଁ। ସେତେବେଳେ ମୋ ପାଖରେ କିଛି ଅଧିକା ପଇସା ହୋଇ ଯାଇଥିବ। "
Loading comments…