Loading…
ଅଦିନିଆ ମେଘ ବର୍ଷା କରି ଦେଇ ହଟାତ ପାଣିପାଗ କୁ ପରିବର୍ତ୍ତନ କରି ଦେଇଥିଲା ! ବସ ଙ୍କୁ ବାରମ୍ବାର କୃତଜ୍ଞତା ଜଣାଇ ନିଜ କ୍ୟାବିନ କୁ ଦୌଡୁ ଥିଲା ସେ ! ଫୋନ ଉପରେ ସ୍ଵଂୟକ୍ରିୟ ଭାବେ ଚାଲୁଥିଲା ଆଙ୍ଗୁଳି ସବୁ ! ନିତା କୁ ଖୁସି ଖବର ଦେଉଥିବା ବେଳେ ଶୁଣି ନେଇଥିଲା ଏସ୍ସିଟାଣ୍ଟ ପାଣ୍ଡେ ବାହାର କୁ ଯାଇ ସମସ୍ତ ଙ୍କୁ ପାଟିକରି ଜଣାଉଥିଲା ସେ
Comments
Loading comments…