by PRIYANKA SAHOO ✓ · 18 Dec 2019
ପଛରୁ ବୋଉ ଆସି ପଚାରିଲା ସରିଲା ତୋ ସଜବାଜ । ଟିକେ ଲାଜେଇ ଗଲି , ଲାଜ ଲାଜ କରି ହସିଲି ,ଆଇନାକୁ ଚାହିଁଲି କେମିତି ମୋ ଲାଜୁଆ ଚାହାଣି ।
Loading comments…
Loading comments…