by Writer Roja Panda ✓ · 8 Jul 2019
ଅସହାୟ କବିଜଣକ ଅର୍ଦ୍ଧଚେତନ ଅବସ୍ଥାରେ ଜୀବନ ଯୁଦ୍ଧରେ ସଂଗ୍ରାମ କରୁଥିବା ଅବସ୍ଥାରେ ଏକ ଛୋଟ ବାଳକକୁ ସ୍ୱପ୍ନରେ ଦେଖିଲେ । ହଳଦୀ ରଙ୍ଗର ପାଟମଠା ସାଙ୍ଗକୁ ମଥାରେ ତିଳକ,ଚନ୍ଦନ ଶୋଭା ପାଉଛି ।
Loading comments…
Loading comments…