by Sunil DJay ✓ · 11 May 2021
ପାଣିରେ ପଶି ହାଟ ପାଖକୁ ଯାଇ ଦେଖିଲୁ ଆମେ ସର୍ବସ୍ୱାନ୍ତ ହେଇସାରିଥିଲୁ.. ଗୋଟିଏ ଦିନ ଆଗରୁ ପାଖରେ ଥିବା ସବୁ ପଇସାରେ ତେଜରାତି ଦୋକାନରେ ସଉଦା ଭର୍ତ୍ତି ହେଇଥିଲା କିନ୍ତୁ ତାହା ଭାଙ୍ଗି ଯାଇ ମାଟିରେ ମିଶି ସାରିଥିଲା
Loading comments…
Comments
Loading comments…