by Dibya Ranjan Sahoo ✓ · 8 Sept 2021
କାଶ୍ୟପ ମଧ୍ୟ ମନ୍ତ୍ରପାଣି ଛିଂଚି ଦେବାରୁ ବୃକ୍ଷଟି ପୁନର୍ଜୀବନ ଲାଭ କଲା । ତକ୍ଷକ ଏହି ଘଟଣା ଦେଖି ବଡ ଚିନ୍ତିତ ହେଲା ଓ କାଶ୍ୟପ ବ୍ରାହ୍ମଣଙ୍କୁ ସେ କହିଲା, “ତୁମର ଉଦ୍ଧେଶ୍ୟ ଧନରତ୍ନ ପ୍ରାପ୍ତ କରିବା ତ?
Loading comments…
Loading comments…