by ayiswarya maharana ✓ · 12 Dec 2021
ସମୟ ସୁଅରେ ଅତିକ୍ରାନ୍ତ କରିଆସୁଛି ମୋ ଜୀବନର ଆୟୁଷ । ଅବତୀର୍ଣ୍ଣ କରିଛି ଶେଷ ଅବସ୍ଥାରେ । ଏହି ଶେଷ ଅବସ୍ଥାରେ ମଧ୍ୟ ମୋର ପାଞ୍ଚ ପତି ମୋତେ ଏକାକୀ ଛାଡ଼ିଗଲେ ଏହି ହିମାଳୟର ବନ୍ଧୁର ବରଫ ଖଣ୍ଡରେ ।
Loading comments…
Loading comments…