by Upendra prasad Mahala ✓ · 22 Apr 2021
ଯେଉଁ ଛାତ୍ରୀଛାତ୍ରମାନେ ତାଲିମ ନେଇଥିଲେ, ସେମାନେ ଅ।ଜି ଗଣମାଧ୍ୟମ ଜଗତରେ ବେଶ୍ ପ୍ରତିଷ୍ଠିତ । ଅଳ୍ପ କେତେଜଣଙ୍କୁ ଛାଡିଦେଲେ, ଅନ୍ୟମାନଙ୍କର ନାଆଁ ମନେ ନାହିଁ । ତଥାପି ଅ।ମ କାର୍ଯ୍ୟାଳୟ ଯେ ଏକ ଉତ୍କୃଷ୍ଟ ପାଠଶାଳା ଏ ସୁନାମ ରହିଛି ।
Loading comments…
Loading comments…