by Madhabi Patel ✓ · 9 Mar 2022
ସେ ଜଣେ ବିଧବା ସ୍ତ୍ରୀ।ସ୍ବାମୀ ତାର ଏକ୍ସିଡେଣ୍ଟରେ ମୃତ ହେବାପରେ ତା ଶଶୁରଘରେ ତାକୁ ଘରୁ ବାହାର କରିଦେଲେ।ମାଆ ଘରେ ବି ତାର ଏବେ ସ୍ଥାନ ନାହିଁ।ସେ ଏବେ ଆଶ୍ରୟଟିଏ ଖୋଜୁଛି।
Loading comments…
Comments
Loading comments…