by Madhabi Patel ✓ · 6 Mar 2022
ଏବେ ତାଙ୍କ ଗାଁର ଗୌରବ ବନିଛି ପିଙ୍କି ଆଉ ଏହାର ଶ୍ରେୟ ଯାଉଛି ସୀତାକୁ । ତାରି ଉଦ୍ୟମ ପାଇଁ ଏସବୁ ସମ୍ଭବ ହେଇଛି । ଖବର କାଗଜରେ ସୀତା ଓ ମଙ୍ଗଲୁର ବି ଫଟୋ ଛପିଛି ପିଙ୍କି ସହ ।
Loading comments…
Loading comments…