by Sambit Srikumar ✓ · 28 Aug 2021
ପୂର୍ତ୍ତ ବିଭାଗର ସର୍କିଟ୍ ହାଉସ୍.ରେ ମନ୍ତ୍ରୀ ରାତ୍ରି ଯାପନ କରିବେ। ସେଥିପାଇଁ ବର୍ଣ୍ଣାଢ୍ଯ ଆୟୋଜନ କରାଯାଇଥିଲା। ସୁରା ସାକୀର ସୁରମ୍ୟ ବିପଣି ଖୋଲିଛି ସେଠି। ନୃତ୍ୟ ସଂଗୀତର ଆସର ଜମୁଛି। ଚେଲାଚାମୁଣ୍ଡା, ବରିଷ୍ଠ ଅଫିସର, ଠିକାଦାରମାନଙ୍କ
Loading comments…
Loading comments…