by Manju Rath ✓ · 1 Jul 2021
ଅନ୍ୟ ଫୁଲମାନଙ୍କ ଉପହାସରେ ମୋ ବଗିଚାର ସେହି ଗୋଟିଏ ଝାଉଁଳି ପଡିଥିବା ଫୁଲର ମହକ ମୋ ମନ ମନ୍ଦିରରେ ପୂଜାପାଇଁ ହେଉଥିଲା ତତ୍ପର । ତଥାପି ମୁଁ ଅବୁଝା ମନ ନେଇ ଫୁଲତୋଡାରେ ସଜାଇ ପାରୁନଥିଲି ନା ସେ ମନ୍ଦିର ପାଇଁ ହେଲି ନା ମାଳପାଇଁ।
Loading comments…
Loading comments…