by Nityananda Nandi ✓ · 23 Jun 2022
କାଲି ତମେ ତରକାରିରେ କଳାଜିରା ଛୁଙ୍କ ପରିବର୍ତ୍ତେ ସୋରିଷ ପକେଇ ଛୁଙ୍କ ଦେଇଥିଲ। ବାପା ଗାଳି ନ କରି ଫେଏଁ କରି ହସିଦେଲେ। ତମେ ବି ହସିଦେଲ।
Loading comments…
Comments
Loading comments…