by Bidulata Sahoo ✓ · 14 Jun 2021
ଦିନେ ସେ ଆସିଲାନି |ମୁଁ ତାକୁ ମନେମନେ ବହୁତ ଖୋଜିଲି |ଦ୍ୱିତୀୟଦିନ ବି ଆସିଲାନି |ମୁଁ ଚାଲିଚାଲି ତାଙ୍କ ଗେଟ୍ ପାଖକୁ ଯାଇ ପଚାରିଲି |ବିନି କାହିଁକି ଆସୁନି ?ତା ଜେଜେମା କହିଲେ ତାର ଦେହ ଭଲନାହିଁ,ବହୁତଜର ହୋଇଛି |ତାକୁ ତା ବାପାମା କଟକ ନେଇ
Loading comments…
Loading comments…