by Bishwaranjan Tripathy ✓ · 18 Dec 2020
ଦେଖା ସାକ୍ଷାତ ସରିଲା, ମୋନିକାକୁ ଦେଖି ସମସ୍ତେ ରାଜି ହୁଅନ୍ତି । କାହିଁକି ବା ରାଜି ନ ହୁଅନ୍ତେ, ମୋନିକା ଦେଖିବାକୁ ଥିଲା ପୁରା ଚଳଚ୍ଚିତ୍ରର ନାୟିକା ପରି । ତାର ରୂପ ଯେମିତି,ରଙ୍ଗ ବି ଥିଲା ସେମିତି
Loading comments…
Loading comments…