by Debaki Behera ✓ · 27 Feb 2021
ସୁନ୍ଦର ସୁଢଳ ଶରୀର l ଗୋରା ରଙ୍ଗ l ହାଲକା ଫିକା ଗୋଲାପୀ ଓଠ l ଚଉଡା ଛାତି l ଆଉ ସବୁଠାରୁ ବଡ଼ କଥା ସେ ସାମନ୍ତରାୟ ପରିବାରର ସନ୍ତାନ l ଏତକ ଯଥେଷ୍ଟ ଥିଲା କୌଣସି ଝିଅଟେ ତା ପ୍ରତି ଆକୃଷ୍ଟ ହେବାପାଇଁl
Loading comments…
Loading comments…