by BIBHUTI BHUSAN SWAIN ✓ · 1 Apr 2020
ଜସ୍ମିନର ମୁଣ୍ଡ କିଛି କାମ କରୁ ନଥିଲା । ଏ ଅସମୟରେ ତାକୁ ସାହାଯ୍ୟ କରିବାକୁ କେହି ଆସିବାର ସମ୍ଭାବନା କ୍ଷୀଣ । ଏଭଳିସ୍ଥଳେ ତାକୁ କିଛି କରିବାକୁ ହେବ । କଣ କରିବ ଭାବୁ ଭାବୁ ହଠାତ୍ ସେ କହିଲା- "ଦେଖନ୍ତୁ,ମୁଁ ଆପଣମାନଙ୍କ କଥାରେ ରାଜି ଅଛି
Loading comments…
Loading comments…