ଅନେକଥର, ବାପା ଡାକନ୍ତି, ଆଟିକେ, ମୋପାଖେ ବସ, କଣ ମନକଥା କହିଥାନ୍ତେ, ଦୁଃଖ ସୁଖ କଥା ହୋଇଥାନ୍ତେ, କିନ୍ତୁ ସେ କେବେ ଶୁଣି ନାହାନ୍ତି। ବାପାଙ୍କ ଗୋଡ଼ରେ କି ହାତରେ ଟିକିଏ ଘଷାମୋଡ଼ା କରି ନାହାନ୍ତି। ସାମାନ୍ୟ ଚଷମା ଟିଏପାଇଁ କେତେ କହି ନାହାଁନ୍ତି ବାପା, ଚନ୍ଦ୍ରରେ ପେପର ଟିକେ ପଢିବିରେ। ଚଷମାଟିଏ ଆଣିଦେ। ଖୁସିରେ ଚଷମାଟିଏ ଆଣିଦେବା ବଦଳରେ, ମୁରବୀପଣିଆ ଦେଖାଇ କହିଛନ୍ତି, ଏ ବୟସରେ ପେପର ପଢି କଣ କରିବ??କ'ଣ ରାଜନୀତି କରିବ ନା ଅଫିସ ଯିବ? କାହିଁକି ବାପା ଥାଉ ଥାଉ ମୁରବୀପଣିଆ ଦେଖାଉଥିଲେ।??
Loading comments…