by Swaruparani Sahoo ✓ · 30 May 2021
ଡାକ୍ତର! ଡାକ୍ତର ବାବୁ କୋଉଠି ଅଛନ୍ତି? କେହିଜଣେ ଜଣେ ନିର୍ଦ୍ଦେଶ କରି କହିଲେ ସେପଟେ। ମୀରା ଦୌଡିଲା ସେହି ଦିଗରେ। ଡାକ୍ତର ବାବୁ! ଦେଖିଲେ କ'ଣ ହେଇଛି ମୋ ଧନର ? ସେ ଆଖି ଖୋଲୁନି କ'ଣ ପାଇଁ? ସେ ଠିକ୍ ଅଛି ତ? ତା'ର କିଛି ଅସୁବିଧା ହୋଇନି
Loading comments…
Loading comments…