by Titi Sarangi ✓ · 13 Sept 2019
ମୋତେ ଖୋଜେ ଯେବେ କେବେ ତୋ ହାତଧରି ପ୍ରବୋଧିଛି କେତେ ନିରାଶାର ଅନ୍ଧାର ଭିତରେ ଉଜ୍ଜଳ ତାରାଟିଏ ଭଳି ତୋ ଭିତରେ ଆଶାର ଦୀପଟିଏ ଜାଳିଛି ।
Loading comments…
Loading comments…