by Subhashree Nayak ✓ · 10 Oct 2020
କ୍ଷଣିକ ପାଇଁ ବିଚଳିତ ହୋଇ ପଡ଼ିଲି ମୁଁ। ଦେହ ସାରା ଝାଳରେ ଭିଜିଗଲା। ଆଖି ବନ୍ଦ କରି କାନ୍ଥକୁ ଆଉଜି ବସି ପଡ଼ିଲି । ଆଖି କୋଣରେ ଜକେଇ ଆସୁଥିବା ଲୁହକୁ ଚାପି ରଖିବାକୁ ଚେଷ୍ଟା କରୁଥିଲି। ହଠାତ୍ କେହି ଜଣେ କାନ୍ଧରେ ହାତ ରଖିଲା। ଆଉ କହିଲା-
Loading comments…
Loading comments…