by Kalyani Nanda ✓ · 6 Apr 2020
ପୋଲିସ କୋଉଠୁ ଖବର ପାଇ ତା ଦୋକାନ ଚଢାଉ କରି ମଦ, ଗଂଜାଇ ଜବତ କଲା । ଦୋକାନୀ ସ୍ତ୍ରୀ ବହୁତ ନେହୁରା ହୋଇ , କାନ୍ଦି କାନ୍ଦି ଆଉ କେବେ କରିବନି କହିବାରୁ ପୋଲିସ ତାକୁ ପ୍ରଥମ ଥର ବୋଲି ଚେତାବନୀ ଦେଇ ଛାଡିଦେଲେ କିନ୍ତୁ ଜିନିଷ ଜବତ କରି ନେଇଗଲେ
Loading comments…
Loading comments…