ଏଠି ଦେଖନ୍ତୁ ଧନୀ ଆଉ ଗରୀବ ଫରକ କଣ ମନର ଇଛାଶକ୍ତି ରେ ସବୁ କିଛି ହେଇପାରିବ,ସେ ଆହୁରି ମଧ୍ୟ କହିଛନ୍ତି, ଆଜିକାଲି ସମୟରେ ସମସ୍ତେ ଯେପରି ସୋଶିଆଲ ମିଡିଆରେ ନିଜକୁ ବ୍ୟସ୍ତ ରଖନ୍ତି ମୁଁ ସେତେବେଳେ ପାଠପଢା ରେ ମନ ଦିଏ ,ଫୁଟବଲ ଖେଳନ୍ତି ମୁଁ ଖେଳେନି ,ଟିଭି ଦେଖନ୍ତି ମୁଁ ଦେଖିନି ସେଥିପାଇଁ ମୋ ଉପରେ କୌଣସି ପ୍ରଭାବ ପକାଇନାହିଁ
Loading comments…