by ଵଳରାମ ତରାଈ ✓ · 18 May 2019
ତେବେ ବିଭୁତି ର ରେଜେଲ୍ଟ ଯେବେ ପ୍ରକାଶ ପାଇଲା ସେହି ସମୟରେ ତାଙ୍କ ବାପା ଜମିରେ ଥିଲେ ଚାଷ କରୁଥିଲେ । ହେଲେ ଏହି ସମୟରେ ଜଣେ ଭାଇ ଆସି କହିଲେ ତୋ ପୁଅ ପୁଣି ଟପର ହେଇଛି ସେ ଜେବେ ଏ କଥା ଶୁଣିଲେ ସେ ଖୁସି ହୋଇଗଲେ କହିଲେ , ମୋ ପୁଅ ଆଜି ମୋ ନାଆ ରଖିଛି
Loading comments…
Loading comments…