ମନୁଆର ଜଣେ ଖାସ ସାଙ୍ଗ ଥିଲା ରଘୁ ସ୍ୱଭାବରେ ବହୁତ ଭଲ ସାଙ୍ଗ ହେଲେ ଟିକେ ଈର୍ଷାଳୁ । କାରଣ ସବୁବେଳେ ମନୁଆ ଭଲ ନମ୍ବର ରଖି ପରୀକ୍ଷାରେ ପ୍ରଥମ ହଉଛି । କିନ୍ତୁ ରଘୁର ସବୁବେଳେ ମନୁଆର ଘରେ ଖାଇବା ପିଇବା । ମନୁଆ ମା ବହୁତ ପିଲା ସ୍ନେହୀ । ସେ ମନୁଆ ସାଥିରେ ରଘୁ ପଢୁଛି ଆଉ ସାଙ୍ଗ ହେଉଛି ଶୁଣି ବହୁତ ଖୁସି ହୁଏ ଆଉ ରଘୁକୁ ବି ବହୁତ ଗେହ୍ଲା କରେ।
Loading comments…