by Kulamani Sarangi ✓ · 3 May 2020
ସୋମନାଥ କିଛି କହିଲା ନାହିଁ।ଭାବିଲା.....ଏହି ତଥାକଥିତ ଅର୍ଦ୍ଧାଙ୍ଗିନୀଟି ଯଦି ମନର ସଙ୍କୀର୍ଣ୍ଣତାକୁ ଟିକିଏ ଦୂରେଇ ଦେଇ ସହଯୋଗ କରିଥାନ୍ତା ତାହେଲେ ତାକୁ ସୁଦୂର ଚେନାଇଯାଇ ଏତେ ଯନ୍ତ୍ରଣା ଭୋଗିବାକୁ ପଡି ନଥାନ୍ତା।
Loading comments…
Loading comments…