by Sanuja Meghamala ✓ · 9 Nov 2019
ମୋ ବାପା ଆଜି ବି କହନ୍ତି ଏଇଟା ତୁମ ଘର, ତୋ ରୁମ୍ଏମିତି କି ଖଟ ବିଛଣା ବି। ସେତିକି ଖୁସି ଲାଗେ, ମନ ଭରିଯାଏ କୃତଜ୍ଞତା ରେ। ଆଖିରେ ଲୁହ ଆସି ଯାଏ।
Loading comments…
Comments
Loading comments…