
ଆଜି ବି ଯେବେ କିଛି ଦୁଃଖ ଆସେ, ମନକଷ୍ଟ ହୁଏ ବା କିଛି ପ୍ରଶ୍ନର ଉତ୍ତର ଖୋଜେ, ସେ ମୁଦି ବାହାର କରି ତାକୁ ଅନେଇରହେ, ଆଉ ମୋ ମନକଥାସବୁ ମନେମନେ ତାକୁ କୁହେ । ତା'ପରେ ସତେ ଯେମିତି ମତେ କିଛିନା କିଛି ରାସ୍ତା ମିଳିଯାଏ, କିଛି ସଲ୍ୟୁସନ ମିଳିଯାଏ, ଯେମିତି ସେଟା 'ମୋ ବାପାଙ୍କ ମ୍ୟାଜିକ୍ ମୁଦି', ଖାସ୍ ମୋ ପାଇଁ ଆଉ ମୋତେ ଜୀବନର ରାସ୍ତା ଦେଖେଇଦେବା ପାଇଁ !!
Loading comments…