by Pradeep Kumar Panda ✓ · 18 Sept 2021
କେଇ ବୁନ୍ଦା ଲୁହ ବି ମିଶି ଯାଇଛି ସେଇ କାରୁକାର୍ଯ୍ୟ ଭିତରେ। ପ୍ରତିଟି ରୂପା ଖଣ୍ଡକୁ ଉଖାଡ଼ି ଦେଖିବୁ, ଅଠା ଭିତରୁ ମୋ ଲୁହର ବାସ୍ନା ଆସିବ।
Loading comments…
Loading comments…