by Rashmi Ranjan Nayak ✓ · 17 Jul 2019
ସେଠି ରହିଛି ଆମ ପିଲାଦିନର ସ୍ମୃତି, ଅନେକ ବର୍ଷର ବୁଢା ବରଗଛଟି ବା ଏସବୁର ମୁକ ସାକ୍ଷୀ ତା ପାଖରେ ଖେଳିଛେ ଅନେକ ଖେଳ,ତାର ସେ ଓହଳରେ କେତେ ଯେ ଝୁଲିଛେ କହିଲେ ସରିବନି, ସେ ଗାଁ ନଦୀ ନାଁ ଆଜିବି ମନେପଡେ, ସେ ଭାଗବତ ଟୁଙ୍ଗିର ଶବ୍ଦ ନାଁ ଆଜିବି ଶୁଣାଯାଏ।
Loading comments…
Loading comments…