by Trupti Paikaray ✓ · 25 Aug 2017
"ହୃଦୟ ବାବୁଙ୍କ ନାତି ଆମ ଗାଁର ଗୌରବ" । ମତେ ବହୁତ ଭଲ ଲାଗେ ଲୋକମାନେ ଯେତେବେଳେ ମୋ ଜେଜେଙ୍କ ନାଁ ନିଅନ୍ତି, ଆଉ ଲୋକମାନଙ୍କ ମୁହଁରୁ ଶୁଣିକି ମୁଁ ଏତେ ଖୁସି ହେଇଯାଏ ଯେ ଇଭନିଂରେ ଜେଜେଙ୍କ ଫୋଟୋ ପାଖରେ ବସି କଫି ପି ପି ଜେଜେଙ୍କୁ ସବୁ କଥା କୁହେ ମନେମନେ ।
Loading comments…
Loading comments…