ନନାଙ୍କୁ ଉଠାଇବା ପାଇଁ ବାଧ୍ୟ ହୋଇ ଝାଙ୍କି କରି ତାଙ୍କ ଦେହଟିକୁ ଉଠାଇଲି ।ଆରେ ଏଇ କଣ ହେଲା କାହିଁକି ଏତେ ବ୍ୟସ୍ତ ହେଉଛୁ କହି ଧଡ୍ ପଡ୍ ହୋଇ ଉଠିଗଲେ । ନନାଙ୍କୁ ଟାଣି ଟାଣି ନେଲି ଆଉ ସାପଟିକୁ ଦେଖାଇବାରୁ ସାପ ବିରାଡି ଦୁହିଁଙ୍କୁ ଅଲଗା ଅଲଗା ବାଟରେ ଯିବା ପାଇଁ ବାଡି ଖଣ୍ତେ ଧରି ତଡିନେଲେ ନନା । ନନା ଏଥର ଯାଅ ଶୋଇପଡିବ କହିଲି ।ସମସ୍ତେ ଗଲୁ ଆଉ ଶୋଇପଡିଲୁ ।ଏଥରକ ଟିକେ ଶାନ୍ତିରେ ସବୁ ଶୋଇଥିଲୁ ।ଉଠୁ ଉଠୁ ଡେରି ହୋଇଗଲା ।
Loading comments…