by Archana Sahoo ✓ · 21 Jul 2021
ପାଦରେ ଅଳତା, ମଥାରେ ବିନ୍ଦି, ହାତରେ ନାଲି ଚୁଡି, ପାଦରେ ପାଉଁଜି, ଦେହ ସାରା ପାଟ ଲୁଗା, ବେକରେ ମଙ୍ଗଳସୂତ୍ର, ଗଭାରେ ଗଜରା, ନାକରେ ନାକଗୁଣା, କାନରେ ଝରାଫୁଲ, କିଣା ହାରଟେ ଜୀବନ୍ତ ଭାବରେ ଲଟକି ରହିଛି, ଓଠ ନାଲି ରଙ୍ଗ, ଆଖି କେତେ କଳା ରଙ
Loading comments…
Loading comments…