by Priyadarsini Das. ✓ · 25 Oct 2020
ବାପା ଶୋଇଥାନ୍ତି ମୃତ୍ୟୁର ଶେଯରେ ଆଉ ମୁଁ ଜୀବନ୍ତ ଥାଇ ମରିବା ପରି ଲାଗୁଥାଏ।ଯଦି ପୁରାଣରେ କିଛି ଗପ ଥାଆନ୍ତା ଝିଅ ଯାଇ ଯମଠୁ ଫେରେଇପାରେ ବାପାର ଜୀବନ।
Loading comments…
Loading comments…