120Log inSign up
Story · Others

ମୋତେ ମାର ନାହିଁ

by Prasant Kumar Senapati ✓ · 17 Aug 2017

29.1KReads
20Likes
7Min read

ଏବେ ସେ ସାରା ସହର ବୁଲି ବୁଲି କହୁଛି ଧ୍ୟାନ ଦେଇ ଶୁଣ, ମୋ ଝିଅ କାନ୍ଦୁଛି ଓ କହୁଛି ମୋତେ ମାରନାହିଁ ବାପା । ମୋତେ ମାର ନାହିଁ ବାପା । ଏତିକି କହି କହି ସେ କାନ୍ଦିପକାଏ ଓ ଲୋକମାନେ ତାକୁ ପାଗଳ କୁହନ୍ତି ।

Loading comments…

ମୋତେ ମାର ନାହିଁ · StoryMirror