by JitendraNath Gahir ✓ · 7 Jan 2019
ଝରଣା ତ କେବେ ଜାଣି ବି ନ ଥିଲା ବେଦନା କି ପ୍ରତାରଣା ।ସେ ତ ସାଗର ହସ କୁ ଫଗୁଣ ଏବଂ ସାଗର ଲୁହକୁ ଶ୍ରାବଣ ଭାବି ଭିଜିବାର ସ୍ପର୍ଶ ଅନୁଭବ କରୁଥିଲା
Loading comments…
Loading comments…