by Gouri Panda ✓ · 11 Apr 2020
ମୁଁ କହିଲି ତାକୁ ପଶୁ ଡାକ୍ତରଖାନା କୁ ନିଅ। ସେ ମୋ ମୁହଁକୁ ଆଶ୍ଚର୍ଯ୍ୟ ରେ ଦେଖିଲା ଆଉ କହିଲା ମୋ ଘୁଷୁରି, ମୁଁ କ'ଣ କରିବି ମୁଁ ଜାଣିଛି। ତୁମେ ତୁମ କାମ କର।
Loading comments…
Loading comments…