by Laxman Kumar Behera ✓ · 16 Sept 2019
ଡଲିର ଦୁର୍ଘଟଣା ଜନିତ ମୃତ୍ୟୁକୁ ନେଇ ଆମେ ସବୁ କଲେଜ୍ ପିଲା ମିଶି ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କଲୁ, ସହର ସାରା ଶୋଭାଯାତ୍ରାରେ ବାହାରିଲୁ । କଲେଜରେ ତା' ପାଇଁ ଶୋକସଭା କଲୁ - କ୍ଯାଣ୍ଡେଲ୍ ଜଳାଇ ତା'ର ଅମର ଆତ୍ମାର ସଦଗତି କାମନା କଲୁ ।
Loading comments…
Loading comments…