by Debashis Prusty ✓ · 30 Apr 2021
ମୁଁ କହିଲି ମାଉସୀ କରି ନଥାନ୍ତି କେମିତି ତମେ ବି ତ ମତେ ବହୁତ୍ ସାହାଯ୍ୟ କରିଛ । କେତେ ଥର ମାଗଣାରେ ଗୁପଚୁପ ନବାକୁ ମନା କରିଛି କିନ୍ତୁ ତମେ ମତେ ବଡ଼ ହେଲେ ବଡ଼ ପଇସା ଦବୁ କେହି କେତେ ଥର ମାଗଣାରେ ଗୁପଚୁପ ଦେଇଛ ।
Loading comments…
Loading comments…