by Sisir Panda ✓ · 18 Feb 2020
ଯଦି ଜଣେ ଅତ୍ୟନ୍ତ ସାଧାସିଧା,ନିର୍ମଳ, ପବିତ୍ର ମନର ଅଧିକାରୀ ହୋଇଥାଏ ଏବଂ ଗୁରୁଙ୍କ ପ୍ରତି ଅତୁଟ,ଦୃଢ଼ ବିଶ୍ୱାସ ରଖେ,ତେବେ ଗୁରୁ ଭଣ୍ଡ ହେଲେ ମଧ୍ୟ ପରମ ଗୁରୁ ଈଶ୍ବରଙ୍କ କୃପାରୁ ଦିବ୍ୟ ଆଧ୍ୟାତ୍ମିକ ଶକ୍ତିର ମାଲିକ ହୋଇପାରେ।
Loading comments…
Loading comments…