by Maheswar sahoo ✓ · 30 Jul 2021
ପ୍ରତିଯୋଗିତାର ପରିସମାପ୍ତି ହୋଇ ଯାଇଥିଲା । ପ୍ରଧାନ ଶିକ୍ଷକ ନିଜର ପିଲାଙ୍କୁ ଧରି ଘରକୁ ପ୍ରତ୍ୟାବର୍ତ୍ତନ କଲେ । ତପନର ଶରୀରରେ ଅତ୍ୟନ୍ତ ଯନ୍ତ୍ରଣା ହେଉଥାଏ । ହେଲେ ହୃଦୟର ଖୁସି ଶରୀରର ଯନ୍ତ୍ରଣାକୁ କାବୁ କରି ଦେଉଥାଏ । ଘରେ ପହଞ୍ଚିବାକୁ
Loading comments…
Loading comments…