ବାପା ସବୁବେଳେ କୁହନ୍ତି" ପାପକୁ ଘୃଣା କର ପାପୀ ଙ୍କୁ ନୁହେଁ"। ମିତା ଦେବୀ ତାହାହିଁ କଲେ। କେବଳ ଗୋଟିଏ ମେସେଜ ରାଜୁକୁ ଦେଇଥିଲେ ଯେ "ତୁମର ଭାଇ ହେବାର ଯୋଗ୍ୟତା ନାହିଁ।ଭାଇ ଭଉଣୀ ଙ୍କର ଯେଉଁ ପବିତ୍ର ସମ୍ପର୍କ ତୁମପରି ମୁଖା ପିନ୍ଧା ଲୋକ ତାକୁ ରଖିପାରିବେ ନାହିଁ।ତେଣୁ ଦୟାକରି ମୋତେ କେବେ ଆଉ ମେସେଜ କରିବ ନାହିଁ
Loading comments…