by Satyajit Swain ✓ · 9 Sept 2019
ଟଙ୍କାର ଅଭାବ ଭିତରେ କାଳୁ ହସିବା ଭୁଲି ଗଲାଣି, ହେଲେ ଜୀବନ ମଞ୍ଚରେ ଯେତେବେଳେ ମୂଖା ପିନ୍ଧି ଜୋକର ସାଜେ, ଆଖି ଲୁହ ପିଇ ଏଇ ଦୁନିଆଁକୁ ବାଣ୍ଟିଦିଏ ଖୁସିର ମୁହୂର୍ତ୍ତ |
Loading comments…
Loading comments…