by Lokanath Rath ✓ · 12 Nov 2021
ଅବିନାଶ ସୋଫା ଉପରେ ବସି ଆଖି ବନ୍ଦ କରି ଅନୁଭବ କରିବାକୁ ଲାଗିଲେ, ସତେ ଯେମିତି ସେ ଏହି ବର୍ତ୍ତମାନ କଳୁଷିତ ସମାଜର କବଳରୁ ମୁକ୍ତ ହୋଇ ମୁକ୍ତ ବିହଙ୍ଗ ପରି ଉଡି ଉଡି ତାକୁ ଠିକ କରିବାର ରାସ୍ତା ଖୋଜିବେ |
Loading comments…
Comments
Loading comments…