by Lokanath Rath ✓ · 8 Sept 2021
ସେ ସବୁ ଶୁଣି ସୁଜାତା ତାକୁ ବୁଝାଇ କହୁଥିଲେ, "ଆମ ଘରର ଭିନ୍ନ ନିୟମ। ଏହି ଘରେ ଝିଅ ମାନଙ୍କୁ ବହୁତ କଟକଣାରେ ରହିବାକୁ ହୁଏ। ଘରର ସମ୍ମାନ କାଳେ ତଳେ ପଡ଼ିଯିବ ବୋଲି ତୋ ବାପା ଓ ଜେଜେ ମା ଭାବନ୍ତି। ମୁଁ ବି ମୋର ସବୁ ମନର ଇଚ୍ଛା କୁ ବାନ୍ଧି ଅ
Loading comments…
Comments
Loading comments…