by Satyabati Swain ✓ · 25 Jun 2019
କମ ପୋଛି ପକାଉଥାଏ ତା ମୁହଁରୁ ବୋହୁଥିବା ଝାଳ ଥୋପାକୁ। ଖୁସି ଝଲସି ଉଠିଥାଏ ସେ ଝାଳ ବିନ୍ଦୁ ବିନ୍ଦୁ ମୁହଁରେ' ମୁକ୍ତା 'ପରି। ଭାରି ଦୁର୍ମୂଲ୍ୟ ଏଇ ଖିସି ରୂପକ ମୁକ୍ତା । ଯାହା ବଡ ବଡ଼ିଆଙ୍କ ଘରେ ସ୍ୱପ୍ନ। ଗେଲ କରି କହୁଥାଏ ମୋ ଧନ ତଣ୍ଟି ଶୁଖି ଗଲାଣି ଲୋ । ଖାଆ ବାପା ମନ ଭରି।
Loading comments…
Loading comments…