by Lopamudra Parida ✓ · 14 Jan 2021
ହଁ ମୁଁ ମାଟି ପରି ଢଳିଯାଏ ସେଇ ପଟକୁ ଯିଏ ସ୍ନେହ ପରଶ ଦିଏ । ଗଛ ପରି ଲଟେଇ ଯାଏ ଅକ୍ଲେଶରେ । ବସ ଏଇଠି ବସ ଆମକୁ ଦେଖ । ଭୁଲି ଯା ତୁ କିଏ । ଭାବ ତୁ ବି ଆମରି ଭିତରୁ ଜଣେ । ଆମରି ଅଂଶ .
Loading comments…
Loading comments…