by Birakishore Nayak ✓ · 23 Feb 2022
ତୁମେ ସବୁ ଯେଉଁ କଙ୍କି, ଭଅଁର ଆଦି ଧରି ଦିଆସିଲି ଖୋଳରେ ପୁରାଇ ଖେଳୁଛ, ସେଟା ବି ସେମାନଙ୍କ ପାଇଁ ଏକ ବନ୍ଦୀ ଜୀବନ |ବନ୍ଦୀରେ ବହୁତ କଷ୍ଟ, କିନ୍ତୁ ମୁକ୍ତିରେ ବହୁତ ଆନନ୍ଦ ଥାଏ |
Loading comments…
Loading comments…