by Lalita Mohan Mishra ✓ · 25 Sept 2021
ଅନୁ ଚାକିରୀ ଛାଡ଼ିବାକୁ ରାଜି ହେଲା ନାହିଁ । ସୁନିଲ୍ ତାର ଜିଦ୍ଦିରେ ଅଟଳ ରହିଲା । ଉଭୟଙ୍କ ମଧ୍ୟରେ ସ୍ନେହ ପ୍ରେମ ପରିବର୍ତ୍ତେ ଅବିଶ୍ବାସର ବାତାବରଣ ।
Loading comments…
Loading comments…