by Bimala Sankar Dash ✓ · 9 Nov 2021
ମୁଁ ଆଲୁଅ ଦେଖିବାକୁ ଚାହିଁଲେ, ସମାଜ ତାହାକୁ କହିବ ପାପ । ମଲା ମନ ନେଇ ଅବଶିଷ୍ଟ ଜୀବନ ଜିଇଁବାକୁ ମୁଁ ପ୍ରତିଶ୍ରୁତିବଦ୍ଧ । ସ୍ୱପ୍ନ ଦେଖିବାର ଅଧିକାର ମୋର ନାହିଁ । ମଉଳା ଫୁଲ କେବେ କେଉଁ ଦେବତାଙ୍କ ମଥାରେ ଶୋଭିତ ହୋଇ ପାରେନା ।
Loading comments…
Loading comments…